243

ଭାରତୀୟ କମ୍ୟୁନିଷ୍ଟ ପାର୍ଟି( CPI) ବ୍ରହ୍ମପୁର ଆଞ୍ଚଳିକ ପରିଷଦ

ପାର୍ଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI) ର 1925 ଡ଼ିସେମ୍ବର 26 କାନପୁର ଠାରେ ପ୍ରତିଷ୍ଠା ହେଇଥିଲା l ଆସନ୍ତା 26 ଡ଼ିସେମ୍ବର 2024 ଗୁରୁବାର ଦିନ ଠାରୁ 26 ଡ଼ିସେମ୍ବର 2025 ତାରିଖ ପ୍ରଯ୍ୟନ୍ତ ସମଗ୍ର ଦେଶରେ ଶାଖା ଠାରୁ କେନ୍ଦ୍ର ପାର୍ଟି ପ୍ରଯ୍ୟନ୍ତ ପାର୍ଟିର ଶତବାର୍ଷକ ପାଳନ ହେବ l ଆସନ୍ତା 26.12.2024 ସକାଳ 9 ଘଟିକା ସମୟରେ ପାର୍କ ସାହି ଜିଲ୍ଲା କାର୍ଯାଳୟ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI ) ପ୍ରକ୍ଷରୁ ପତାକା ଉତୋଳନ ଅନୁଷ୍ଠିତ ହେବା ସହ ପାର୍ଟିର ଇତିହାସ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ଏଣୁ ସମସ୍ତ ମିଡ଼ିଆ ବନ୍ଧୁ ମାନଂକୁ ଅନୁରୋଧ ଆପଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ ବ୍ରାତ୍ତାଙ୍କୁ ପ୍ରସାର ଓ ପ୍ରଚାର କରିବାକୁ ନିବେଦନ |

ଭାରତୀୟ କମ୍ୟୁନିଷ୍ଟ ପାର୍ଟି( CPI)ବ୍ରହ୍ମପୁର ଆଞ୍ଚଳିକ ପରିଷଦ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି( CPI)
ବ୍ରହ୍ମପୁର ଆଞ୍ଚଳିକ ପରିଷଦ
Spread the love