95

ବାଇକ ଆରୋହୀଙ୍କୁ ଆକ୍ରମଣ ଅଭିଯୋଗ, ଦୁଇଟି ସ୍ଥାନରେ ବୋମାମାଡ଼ ,ପୁଲିସକୁ ଖୋଲା ଚାଲେଞ୍ଜ କଲେ ଦୁର୍ବୁତ୍ତ

ଦିଗପହଣ୍ଡି ଥାନା ଅଧୀନ ପଦ୍ମନାଭପୁର ମୁଖ୍ୟ ରାସ୍ତାରେ ବାଇକ ଆରୋହୀ ଶତ୍ରୁଘନ ସେଠୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ । ଦୁର୍ବୁତ୍ତଙ୍କ ମଧ୍ୟରେ ବଳରାମ ସେଠୀ ଓ ତାର ସହଯୋଗୀ ରହିଥିବା ସୂଚନା । ଉକ୍ତ ଦୁର୍ବୁତ୍ତମାନେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବୋମା ମାଡ଼ କରିଥିବା ଜଣାପଡ଼ିଛି । ଦୁର୍ବୁତ୍ତମାନେ ସୁଇପଟ ଡିଜାଇର କାର୍ ଓ ବୁଲେଟରେ ଆସି ଦୁଇଟି ସ୍ଥାନରେ ବୋମାମାଡ଼ କରିଥିବା ସୂଚନା । ପୁଲିସକୁ ଖୋଲା ଚାଲେଞ୍ଜ କରି ଦୁର୍ବୁତ୍ତମାନେ ଦୁଇଟି ସ୍ଥାନରେ ବୋମାମାଡ଼ କରିଥିବା ସୂଚନା ।

Spread the love