Skip to content
Monday, June 1, 2026
Responsive Menu
Dakhinanchalexpress
Dakhinanchalexpress
Home
ରାଜ୍ୟ
ଜିଲ୍ଲା
ମନୋରଞ୍ଜନ
ରାଜନୀତି
ଅପରାଧ
ବାଣିଜ୍ୟ
ଖେଳ
ବିଶେଷ
କଳା ଓ ସଂସ୍କୃତି
Home
କାରଗିଲରେ ୪.୪ ତିବ୍ରତା ର ଭୂକମ୍ପ ଝଟକା
ଦେଶ-ବିଦେଶ
184
କାରଗିଲରେ ୪.୪ ତିବ୍ରତା ର ଭୂକମ୍ପ ଝଟକା
September 8, 2020
By
NATREGTEGH2030167NEYHRTGE
ଜମ୍ମୁ
: ଲଦାଖସ୍ଥିତ କାରଗିଲରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା୪୫ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। ଏହି ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି।
Spread the love
Post navigation
ବର୍ଷା ପ୍ରିୟଦର୍ଶନୀଙ୍କୁ ମିଳିଲା ପୋଲିସ ସୁରକ୍ଷା
୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୭୫,୮୦୯ କରୋନା ଆକ୍ରାନ୍ତ