ଭୁବନେଶ୍ୱର, 21 ଡିସେମ୍ବର 2024 – ଅନେକ ଆଶା ରଖାଯାଇଥିବା ଓଡିଶା ପାରା ଏଥଲେଟିକ୍ସ ଚ୍ୟାମ୍ପିୟନସିପ୍ 2024-25 କାଲି, 22 ଡିସେମ୍ବର 2024 ରେ, ପ୍ରସିଦ୍ଧ କଳିଙ୍ଗ ଷ୍ଟେଡିୟମ୍, ଭୁବନେଶ୍ୱରରେ ଆରମ୍ଭ ହେଇଥିଲା । ଏହି ଚ୍ୟାମ୍ପିୟନସିପ୍ ପାରା ସ୍ପୋର୍ଟସ୍ ଏସୋସିଏସନ୍ ଅଫ୍ ଓଡିଶା (PSAO) ଦ୍ୱାରା ଓଡିଶା ସରକାରର କ୍ରୀଡା ଓ ଯୁବ ସେବା ବିଭାଗ ସହିତ ସଂଯୁକ୍ତ ଭାବେ ଆୟୋଜିତ ହେଉଛି,
ଏଥିରେ ଆମ ଗଞ୍ଜାମ ଜିଲ୍ଲାର ଲିଲି ବେହେରା ଶଟପୁଟ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି
ନାରାୟଣ ସ୍ୱାଇଁ ଶୋଟପୁଟ ଏବଂ ଦୌଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି
43